close
Jump to content

ଲୀଳା ଦୁଲାଳୀ

ଉଇକିପିଡ଼ିଆ‌ରୁ
ଲୀଳା ଦୁଲାଳୀ
ଜନ୍ମ୧୯୩୮
ପାର୍ବତୀପୁରମ, ଆନ୍ଧ୍ର ପ୍ରଦେଶ
ମୃତ୍ୟୁ୩ ମଇ ୨୦୦୫
ଜାତୀୟତାBERJAYA ଭାରତୀୟ
ବୃତ୍ତିସିନେମା ଅଭିନେତ୍ରୀ
ସକ୍ରିୟ ବର୍ଷ୧୯୫୬-୧୯୮୫
ପ୍ରସିଦ୍ଧିଓଡ଼ିଆ ସିନେମା ଅଭିନେତ୍ରୀ

ଲୀଳା ଦୁଲାଳି ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ଅନେକ ଓଡ଼ିଆ କଥାଚିତ୍ରରେ କାମ କରିଛନ୍ତି ।

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ଲୀଳା ଦୁଲାଳୀ ୧୯୩୮ମସିହାରେ ଆନ୍ଧ୍ର ପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ ।

ଓଡ଼ିଆ କଥାଚିତ୍ରରେ ଅବଦାନ

[ସମ୍ପାଦନା]

୧୯୫୬ ମସିହାରେ ଭାଇ ଭାଇ କଥାଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ଲୀଳା, ୧୦ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଛନ୍ତି ।[]

ଅଭିନୀତ ଓଡ଼ିଆ କଥାଚିତ୍ର

[ସମ୍ପାଦନା]
କଥାଚିତ୍ରମୁକ୍ତିଲାଭ ବର୍ଷନିର୍ଦ୍ଦେଶକ
କାବେରୀ୧୯୮୩ରବି କିନ୍ନାଗୀ
ଗୌରୀ୧୯୭୯ପ୍ରଶାନ୍ତ ନନ୍ଦ
ବନ୍ଧୁ ମହାନ୍ତି୧୯୭୭ନିତାଇ ପାଲିତ
ବନ୍ଧନ୧୯୬୯ନିତାଇ ପାଲିତ
କିଏ କାହାର୧୯୬୮ନିତାଇ ପାଲିତ
ସାଧନା୧୯୬୪ପ୍ରଭାତ ମୂଖାର୍ଜୀ
ଭାଇ ଭାଇ୧୯୫୬ନିତାଇ ପାଲିତ

ପୁରସ୍କାର

[ସମ୍ପାଦନା]
  1. "odiamoviedatabase". Archived from the original on 2014-02-01. Retrieved 2011-12-31.

ଅଧିକ ତଥ୍ୟ

[ସମ୍ପାଦନା]