close
Jump to content

କ୍ରିଏଟିଭ କମନ୍ସ

ଉଇକିପିଡ଼ିଆ‌ରୁ
କ୍ରିଏଟିଭ କମନ୍ସ ଲୋଗୋ
କ୍ରିଏଟିଭ କମନ୍ସ ଲୋଗୋ

କ୍ରିଏଟିଭ କମନ୍ସ(ସିସି) ଏକ ଆମେରିକୀୟ ଅଣଲାଭକାରୀ ସଂସ୍ଥା ଯାହା ରଚନାତ୍ମକ କାମକୁ ଆଇନ‌‌ଗତ ଭାବେ ବାଣ୍ଟିବା ଓ ବ୍ୟବ‌ହାର କରିବାରେ ସାହାୟତା କରେ । ଏହି ସଂସ୍ଥା କପିରାଇଟ ଲାଇସେନ୍ସ ରୂପରେ କ୍ରିଏଟିଭ କମନ୍ସ ଲାଇସେନ୍ସ ବା ସିସି ଲାଇସେନ୍ସ ପ୍ରକାଶିତ କରିଛି ଯାହା ନିଶୁଳ୍କ ଭାବେ ବ୍ୟବ‌ହାର କରିହେବ[]। ଏହି ଲାଇସେନ୍ସ ସ୍ରଷ୍ଠାକୁ କିଛି ଅଧିକାର ରଖିବାରେ ସାହାୟତା କରେ । ସ‌ହଜରେ ବ୍ୟବ‌ହାରକାରୀକୁ ଲାଇସେନ୍ସ ବିଷୟରେ ବୁଝେଇବା ପାଇଁ କିଛି ପ୍ରତୀକ ମଧ୍ୟ ବ୍ୟବ‌ହାର କରାଯାଏ । କ୍ରିଏଟିଭ କମନ୍ସ କପିରାଇଟର ଅନ୍ୟ ରୁପ ନୁହଁ କିନ୍ତୁ ତା ଉପରେ ଆଧାରିତ ଅଟେ ।

ଏହି ସଂସ୍ଥା ୨୦୦୧ ମସିହାରେ ସେଣ୍ଟର ଫର ପବ୍ଲିକ ଡୋମେନ ସାହାୟତାର ଲରେନ୍ସ ଲେସିଗ, ହାଲ ଏବେଲ୍ସନ ଓ ଏରିକ ଏଲଡ୍ରେଡଙ୍କଦ୍ୱାରା ସ୍ଥାପନ କରାଯାଇଥିଲା।[] ଜାନୁଆରୀ ୨୦୧୬ ସୁଦ୍ଧା ପ୍ରାୟତଃ ୧୦୦ କୋଟି ଉପରେ କାମ ସିସି ଲାଇସେନ୍ସଦ୍ୱାରା ହୋଇଛି।[]

ସିସିର ଲାଇସେନ୍ସ

[ସମ୍ପାଦନା]
Wanna Work Together? animation by Creative Commons
The second version of the Mayer and Bettle promotional animation explains what Creative Commons is
BERJAYA
Creative commons license spectrum between public domain (top) and all rights reserved (bottom). Left side indicates the use-cases allowed, right side the license components. The dark green area indicates Free Cultural Works compatible licenses, the two green areas compatibility with the Remix culture.
BERJAYA
CC license usage in 2014 (top and middle), "Free cultural works" compatible license usage 2010 to 2014 (bottom)
ଚିତ୍ରଅଧିକାରବିବରଣ
Attribution Attribution (BY) Licensees may copy, distribute, display and perform the work and make derivative works and remixes based on it only if they give the author or licensor the credits (attribution) in the manner specified by these.
Share-alike Share-alike (SA) Licensees may distribute derivative works only under a license identical ("not more restrictive") to the license that governs the original work. (See also copyleft.) Without share-alike derivative works might be sublicensed with compatible but more restrictive license clauses, e.g. CC BY to CC BY-NC.)
Non-commercial Non-commercial (NC) Licensees may copy, distribute, display, and perform the work and make derivative works and remixes based on it only for non-commercial purposes.
Non-derivative No Derivative Works (ND) Licensees may copy, distribute, display and perform only verbatim copies of the work, not derivative works and remixes based on it.
[]

ନିୟମିତ ବ୍ୟବ‌ହାର ହେଉଥିବା ସାତଟି ଲାଇସେନ୍ସ

[ସମ୍ପାଦନା]
ପତୀକବିବରଣAcronymFree Cultural WorksRemix cultureCommercial use
CC0 iconFreeing content globally without restrictionsCC0YesYesYes
CC-BY iconAttribution aloneBYYesYesYes
CC-BY-SA iconAttribution + ShareAlikeBY-SAYesYesYes
CC-by-NC iconAttribution + NoncommercialBY-NCNoYesNo
CC-BY-ND iconAttribution + NoDerivativesBY-NDNoNoYes
CC-BY-NC-SA iconAttribution + Noncommercial + ShareAlikeBY-NC-SANoYesNo
CC-BY-NC-ND iconAttribution + Noncommercial + NoDerivativesBY-NC-NDNoNoNo
[][]
  1. https://en.wikipedia.org/wiki/Creative_Commons#cite_note-2
  2. "Creative Commons: History". Archived from the original on 2011-06-23. Retrieved 2011-10-09.
  3. "State of the Commons". Retrieved 2016-03-07.
  4. "What are Creative Commons licenses?". Frequently Asked Questions - Creative Commons. Retrieved July 26, 2015.
  5. ଆଧାର ଭୁଲ: ଅଚଳ <ref> ଚିହ୍ନ; licenses ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  6. ଆଧାର ଭୁଲ: ଅଚଳ <ref> ଚିହ୍ନ; CC0 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।