close
Jump to content

ପ୍ରଧାନ ପୃଷ୍ଠା

ଉଇକିପିଡ଼ିଆ‌ରୁ
BERJAYA
BERJAYA ଯୋଗାଯୋଗ

ଆଲୋଚନା ସଭାଇ-ମେଲରେ ଯୋଗାଯୋଗଲଗ ଇନ/ନୂଆ ଖାତା ଖୋଲିବେ

 
BERJAYA ଜାଣିବା କଥା

ନିୟମାବଳୀସାଧାରଣ ପ୍ରଶ୍ନର ଉତ୍ତରପ୍ରଶ୍ନ ପଚାରନ୍ତୁଦରକାରୀ ପ୍ରସଙ୍ଗ ତାଲିକାଓଡ଼ିଆରେ ଟାଇପ କରିବା

ପ୍ରସଙ୍ଗଟିଏ ଖୋଜିବାକୁ ତା' ନାମର ଆରମ୍ଭ ଅକ୍ଷର ବା ସେ ଅନ୍ତର୍ଭୁକ୍ତ ଥିବା ଶ୍ରେଣୀରେ କ୍ଳିକ କରନ୍ତୁ ।

୦-୯
ଶ୍ରେଣୀ କ୍ଷ ଜ୍ଞ ଶ୍ରୀ ଓଁ
BERJAYA

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ (୧୬୭୦ - ୧୭୪୦, ଅନ୍ୟମତେ ୧୭୨୦) ସପ୍ତଦଶ ଶତାବ୍ଦୀର ପ୍ରମୁଖ ଓଡ଼ିଶୀ ସଙ୍ଗୀତକାର କବି ଥିଲେ । ସେ ସପ୍ତଦଶ ଶତାବ୍ଦୀର ଶେଷ ପର୍ଯ୍ୟାୟରେ ପୁରାତନ ରାଜଶାସିତ ଘୁମୁସରର ରାଜବଂଶରେ କୁଲାଡ଼ଗଡଜନ୍ମଲାଭ କରିଥିଲେ। ରୀତିଯୁଗର ତାଙ୍କର ପାଣ୍ଡିତ୍ୟପୂର୍ଣ୍ଣ ସାହିତ୍ୟ କୃତି ପାଇଁ ତାଙ୍କୁ କବି ସମ୍ରାଟ ଉପାଧିରେ ଭୂଷିତ କରାଯାଇଅଛି । ଓଡ଼ିଆ ସାହିତ୍ୟରେ ଥିବା ଅସଂଖ୍ୟ କବିଙ୍କ ମଧ୍ୟରେ ସେ ଅସାଧାରଣ ପ୍ରସିଦ୍ଧି ଲାଭ କରିଅଛନ୍ତି । ଏକ ରାଜ ପରିବାରରେ ଜନ୍ମିତ ଉପେନ୍ଦ୍ର ଭଞ୍ଜ ରାଜପଦଠାରୁ ଦୂରରେ ରହି ଓଡ଼ିଆ ସାହିତ୍ୟରେ ମନୋନିବେଶ କରିଥିଲେ ।


ପୁରା ପଢନ୍ତୁ...

ଏଇଟି ଗତବର୍ଷ ପୁରୁଣା ବଛା ଲେଖା, ନୁଆ ତିଆରି କରନ୍ତୁ


BERJAYA

ଜନ୍ମ

ମୃତ୍ୟୁ

ପର୍ବପର୍ବାଣୀ

BERJAYA
ଶୀଙ୍ଘାରୀ ନାଚ
ଶୀଙ୍ଘାରୀ ନାଚ
ହରିଷ


ଏ ଫଟୋ ଗତବର୍ଷରୁ । ନୂଆଟିଏ ବାଛନ୍ତୁ
BERJAYA
ପ୍ରସଙ୍ଗ ଲେଖା ଓ ସୁଧାର
BERJAYA
ବିଭିନ୍ନ ଭାଷାରେ ଉଇକିପିଡ଼ିଆ
BERJAYA
ଉଇକିମିଡ଼ିଆ ପ୍ରକଳ୍ପସମୂହ

ମେଟା-ଉଇକି ମେଟା-ଉଇକି (ଉଇକିମିଡ଼ିଆ ପ୍ରକଳ୍ପର ପରିଚାଳନା)    କମନ୍ସ ଉଇକିକମନ୍ସ (ମାଗଣା ମାଧ୍ୟମର ଭଣ୍ଡାର)    Wikidata ଉଇକିଡାଟା (ଖୋଲା ତଥ୍ୟ ଭଣ୍ଡାର)    ଉଇକିଅଭିଧାନ ଉଇକିଅଭିଧାନ (ଶବ୍ଦକୋଷ  ବିଶେଷଣ ପୋଥି)    ଉଇକିକଥା ଉଇକିକଥା (ଢଗଢମାଳି  ବିଶେଷ କଥା)    ଉଇକିପାଠାଗାର ଉଇକିପାଠାଗାର (ମାଗଣା ପଢ଼ାଘର)    ଉଇକି ସମ୍ବାଦ ଉଇକି ସମ୍ବାଦ (ଖୋଲା ସମ୍ବାଦ)    ଉଇକିପୋଥି ଉଇକିପୋଥି (ମାଗଣା ପଢ଼ାବହି  ମାନୁଆଲ)    ଉଇକିସ୍ପିସିସ ଉଇକିସ୍ପିସିସ (ଜାତିମାନଙ୍କର ତାଲିକା)    ଉଇକି ମହାବିହାର ଉଇକି ମହାବିହାର (ମାଗଣା ଶିକ୍ଷଣ  ଉପକରଣ)    ଉଇକିଭ୍ରମଣ ଉଇକିଭ୍ରମଣ (ଖୋଲା ଭ୍ରମଣ-ପୁସ୍ତିକା)

 ଉପରକୁ ଯିବେପୁନଃ ଲୋଡ଼ଉଇକିମିଡ଼ିଆ ଭାରତ ପୋର୍ଟାଲପରିସଂଖ୍ୟାନଆଲୋଚନା ସଭାଯୋଗାଯୋଗBERJAYA ଫେସବୁକBERJAYA ଏକ୍ସ (ଟୁଇଟର)